or_tn/rev/10/intro.md

15 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରକାଶିତ ବାକ୍ୟ ୧୦ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ସପ୍ତ ମେଘଗର୍ଜ୍ଜନ
ଯୋହନ ଏଠାରେ ସପ୍ତ ମେଘଗର୍ଜ୍ଜନ ବାଣୀ ବ୍ୟକ୍ତ କରୁଥିବା ବର୍ଣ୍ଣନା କରୁଛନ୍ତି ଓ ସେ ତାହା ବାକ୍ୟଭାବରେ ବୁଝି ପାରୁଛନ୍ତି I ତଥାପି, ଅନୁବାଦକ ଏହି ପଦଗୁଡିକ ଅନୁବାଦ କରିବା ସମୟରେ “ମେଘଗର୍ଜ୍ଜନ” ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କରିବା ଉଚିତ I (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/writing-apocalypticwriting]])
### “ଈଶ୍ବରଙ୍କ ରହସ୍ୟମୟ ବିଷୟ”
ଏହା ଈଶ୍ବରଙ୍କ ଗୁପ୍ତ ଯୋଜନାର କେତେକ ବିଷୟକୁ ବୁଝାଏ I ଏହା ଅନୁବାଦ କରିବା ନିମନ୍ତେ ଏହି ରହସ୍ୟମୟ ବିଷୟ କ’ଣ ତାହା ଜାଣିବା ଆବଶ୍ୟକ ନୁହେଁ I (ଦେଖ: [[rc://*/tw/dict/bible/kt/reveal]])
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### ଉପମା
ଯୋହନ ପରାକ୍ରମୀ ଦୂତଙ୍କର ମୁଖ, ପାଦ ଓ ସ୍ବର ବର୍ଣ୍ଣନା କରିବାରେ ସାହାଯ୍ୟ ନିମନ୍ତେ ଉପମାଗୁଡିକୁ ବ୍ୟବହାର କରୁଛନ୍ତି I ଅନୁବାଦକ ଏହି ଅଧ୍ୟାୟରେ ଥିବା ଅନ୍ୟ ବସ୍ତୁଗୁଡିକୁ ଅର୍ଥାତ୍: ମେଘଧନୁ ଓ ମେଘକୁ, ସେମାନଙ୍କ ସାଧାରଣ ଅର୍ଥ ସହିତ ବୁଝିବା ଆବଶ୍ୟକ I (ଦେଖ: [[rc://*/ta/man/translate/figs-simile]])