or_tn/rev/10/08.md

828 B

Connecting Statement:

ଯୋହନ ସ୍ବର୍ଗରୁ ବାଣୀ ଶୁଣିଲେ, ଯାହା ସେ ପ୍ରକାଶିତ ବାକ୍ୟ ୧୦:୪ରେ ତାହାଙ୍କୁ ପୂନର୍ବାର କୁହା ଯାଇଥିବା ଶୁଣିଥିଲେ I

The voice I heard from heaven

“ବାଣୀ” ଶବ୍ଦ ବକ୍ତାଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେଉଁ ବ୍ୟକ୍ତିଙ୍କୁ ମୁଁ ସ୍ବର୍ଗରୁ କଥା କହୁଥିବା ଶୁଣିଲି” କିମ୍ବା “ଯେଉଁ ବ୍ୟକ୍ତି ମୋତେ ସ୍ବର୍ଗରୁ କଥା କହିଥିଲେ” (ଦେଖ: rc://*/ta/man/translate/figs-synecdoche)

I heard

ଯୋହନ ଶୁଣିଲେ