# Connecting Statement: ଯୋହନ ସ୍ବର୍ଗରୁ ବାଣୀ ଶୁଣିଲେ, ଯାହା ସେ [ପ୍ରକାଶିତ ବାକ୍ୟ ୧୦:୪](../10/04.md)ରେ ତାହାଙ୍କୁ ପୂନର୍ବାର କୁହା ଯାଇଥିବା ଶୁଣିଥିଲେ I # The voice I heard from heaven “ବାଣୀ” ଶବ୍ଦ ବକ୍ତାଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେଉଁ ବ୍ୟକ୍ତିଙ୍କୁ ମୁଁ ସ୍ବର୍ଗରୁ କଥା କହୁଥିବା ଶୁଣିଲି” କିମ୍ବା “ଯେଉଁ ବ୍ୟକ୍ତି ମୋତେ ସ୍ବର୍ଗରୁ କଥା କହିଥିଲେ” (ଦେଖ: [[rc://*/ta/man/translate/figs-synecdoche]]) # I heard ଯୋହନ ଶୁଣିଲେ