or_tn/rev/09/13.md

12 lines
930 B
Markdown

# Connecting Statement:
ସପ୍ତଦୂତମାନଙ୍କ ମଧ୍ୟରୁ ଷଷ୍ଠଦୂତ ଆପଣା ତୂରୀଧ୍ବନି କରିବାକୁ ଆରମ୍ଭ କଲେ I
# I heard a voice coming
ସ୍ବରଟି କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଯୋହନ କହୁଥିବା ବ୍ୟକ୍ତି ଜଣକ କିଏ ତାହା କହୁ ନାହାନ୍ତି, କିନ୍ତି ଏହା ହୁଏତ ଈଶ୍ବର ହୋଇଥାଇ ପାରନ୍ତି I ଅନ୍ୟଏକ ଅନୁବାଦରେ: “କେହିଜଣେ କହୁଥିବା ମୁଁ ଶୁଣିଲି” (ଦେଖ: [[rc://*/ta/man/translate/figs-synecdoche]])
# horns of the golden altar
ଏଗୁଡିକ ବେଦୀର ଉପରେ ଚାରି କୋଣରେ ଶୃଙ୍ଗ ଆକାରରେ ବୃଦ୍ଧି ପାଇଥିବା ଅଂଶ ଅଟେ I