or_tn/rev/09/13.md

930 B

Connecting Statement:

ସପ୍ତଦୂତମାନଙ୍କ ମଧ୍ୟରୁ ଷଷ୍ଠଦୂତ ଆପଣା ତୂରୀଧ୍ବନି କରିବାକୁ ଆରମ୍ଭ କଲେ I

I heard a voice coming

ସ୍ବରଟି କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଯୋହନ କହୁଥିବା ବ୍ୟକ୍ତି ଜଣକ କିଏ ତାହା କହୁ ନାହାନ୍ତି, କିନ୍ତି ଏହା ହୁଏତ ଈଶ୍ବର ହୋଇଥାଇ ପାରନ୍ତି I ଅନ୍ୟଏକ ଅନୁବାଦରେ: “କେହିଜଣେ କହୁଥିବା ମୁଁ ଶୁଣିଲି” (ଦେଖ: rc://*/ta/man/translate/figs-synecdoche)

horns of the golden altar

ଏଗୁଡିକ ବେଦୀର ଉପରେ ଚାରି କୋଣରେ ଶୃଙ୍ଗ ଆକାରରେ ବୃଦ୍ଧି ପାଇଥିବା ଅଂଶ ଅଟେ I