or_tn/rev/08/12.md

12 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# a third of the sun was struck
ସୂର୍ଯ୍ୟ ପ୍ରତି କିଛି ମନ୍ଦ ଘଟାଇବା ବିଷୟକୁ ଏହାକୁ ଆଘାତ କରିବା ବା ପ୍ରହାର କରିବା ସଦୃଶ କୁହାଯାଏ I ଏହା, ଏହାକୁ ସକ୍ରିୟ କ୍ରିୟା ସହିତ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସୂର୍ଯ୍ୟର ତୃତୀୟାଂଶ ବଦଳି ଗଲା” କିମ୍ବା “ଈଶ୍ବର ସୂର୍ଯ୍ୟର ତୃତୀୟାଂଶକୁ ବଦଳାଇ ଦେଲେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# a third of them turned dark
ସମ୍ଭାବିତ ଅର୍ଥଗୁଡିକ ୧) “ତୃତୀୟାଂଶ ସମୟ ଅନ୍ଧକାରମୟ ହେଲା” କିମ୍ବା ) “ସୂର୍ଯ୍ୟର ତୃତୀୟାଂଶ, ଚନ୍ଦ୍ରର ତୃତୀୟାଂଶ ଓ ନକ୍ଷତ୍ରଗଣର ତୃତୀୟାଂଶ ଅନ୍ଧକାରମୟ ହୋଇଗଲା”
# a third of the day and a third of the night had no light
ଦିବସର ତୃତୀୟାଂଶ ଓ ରାତ୍ରିର ତୃତୀୟାଂଶ ଆଲୋକ ରହିତ ହେଲା କିମ୍ବା “ଦିବସର ତୃତୀୟାଂଶ ଓ ରାତ୍ରିର ତୃତୀୟାଂଶ ସେମାନେ ଆଲୋକ ଦେଲେ ନାହିଁ”