# a third of the sun was struck ସୂର୍ଯ୍ୟ ପ୍ରତି କିଛି ମନ୍ଦ ଘଟାଇବା ବିଷୟକୁ ଏହାକୁ ଆଘାତ କରିବା ବା ପ୍ରହାର କରିବା ସଦୃଶ କୁହାଯାଏ I ଏହା, ଏହାକୁ ସକ୍ରିୟ କ୍ରିୟା ସହିତ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସୂର୍ଯ୍ୟର ତୃତୀୟାଂଶ ବଦଳି ଗଲା” କିମ୍ବା “ଈଶ୍ବର ସୂର୍ଯ୍ୟର ତୃତୀୟାଂଶକୁ ବଦଳାଇ ଦେଲେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]]) # a third of them turned dark ସମ୍ଭାବିତ ଅର୍ଥଗୁଡିକ ୧) “ତୃତୀୟାଂଶ ସମୟ ଅନ୍ଧକାରମୟ ହେଲା” କିମ୍ବା ୨) “ସୂର୍ଯ୍ୟର ତୃତୀୟାଂଶ, ଚନ୍ଦ୍ରର ତୃତୀୟାଂଶ ଓ ନକ୍ଷତ୍ରଗଣର ତୃତୀୟାଂଶ ଅନ୍ଧକାରମୟ ହୋଇଗଲା” # a third of the day and a third of the night had no light ଦିବସର ତୃତୀୟାଂଶ ଓ ରାତ୍ରିର ତୃତୀୟାଂଶ ଆଲୋକ ରହିତ ହେଲା କିମ୍ବା “ଦିବସର ତୃତୀୟାଂଶ ଓ ରାତ୍ରିର ତୃତୀୟାଂଶ ସେମାନେ ଆଲୋକ ଦେଲେ ନାହିଁ”