or_tn/rev/08/05.md

466 B

filled it with fire

ଏଠାରେ “ଅଗ୍ନି” ସମ୍ଭବତଃ ଜ୍ବଳନ୍ତ ଅଙ୍ଗାରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହାକୁ ଜ୍ବଳନ୍ତ ଅଙ୍ଗାରରେ ପୂର୍ଣ୍ଣ କଲେ” କିମ୍ବା “ଏହାକୁ ଅଗ୍ନିର ଅଙ୍ଗାରରେ ପୂର୍ଣ୍ଣ କଲେ” (ଦେଖ: rc://*/ta/man/translate/figs-metonymy)