# filled it with fire ଏଠାରେ “ଅଗ୍ନି” ସମ୍ଭବତଃ ଜ୍ବଳନ୍ତ ଅଙ୍ଗାରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହାକୁ ଜ୍ବଳନ୍ତ ଅଙ୍ଗାରରେ ପୂର୍ଣ୍ଣ କଲେ” କିମ୍ବା “ଏହାକୁ ଅଗ୍ନିର ଅଙ୍ଗାରରେ ପୂର୍ଣ୍ଣ କଲେ” (ଦେଖ: [[rc://*/ta/man/translate/figs-metonymy]])