or_tn/rev/08/02.md

573 B
Raw Permalink Blame History

seven trumpets were given to them

ସେମାନଙ୍କ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ତୂରୀ ଦିଆଗଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥ ଗୁଡିକ ୧) “ଈଶ୍ବର ସେମାନଙ୍କୁ ସପ୍ତତୂରୀ ଦେଲେ” ) “ମେଷଶାବକ ସେମାନଙ୍କୁ ସପ୍ତତୂରୀ ଦେଲେ” (ଦେଖ: rc://*/ta/man/translate/figs-activepassive)