# seven trumpets were given to them ସେମାନଙ୍କ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ତୂରୀ ଦିଆଗଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥ ଗୁଡିକ ୧) “ଈଶ୍ବର ସେମାନଙ୍କୁ ସପ୍ତତୂରୀ ଦେଲେ” ୨) “ମେଷଶାବକ ସେମାନଙ୍କୁ ସପ୍ତତୂରୀ ଦେଲେ” (ଦେଖ: [[rc://*/ta/man/translate/figs-activepassive]])