or_tn/rev/07/16.md

792 B

They ... them

ଏହି ଶବ୍ଦଗୁଡିକ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି I

The sun will not beat down

ସୂର୍ଯ୍ୟର ଉତ୍ତାପକୁ ତାହା ଲୋକମାନଙ୍କ ପ୍ରତି ଘଟାଉଥିବା କ୍ଲେଶଭୋଗ ରୂପକ ଦଣ୍ଡ ସହିତ ତୁଳନା କରାଯାଏ I ଅନ୍ୟଏକ ଅନୁବାଦରେ: “ସୂର୍ଯ୍ୟ ସେମାନଙ୍କୁ ଜାଳିବ ନାହିଁ” କିମ୍ବା “ସୂର୍ଯ୍ୟ ସେମାନଙ୍କୁ ଦୁର୍ବଳ କରିବ ନାହିଁ” (ଦେଖ: rc://*/ta/man/translate/figs-metaphor)