or_tn/rev/07/16.md

8 lines
792 B
Markdown
Raw Permalink Normal View History

2020-11-19 00:15:53 +00:00
# They ... them
ଏହି ଶବ୍ଦଗୁଡିକ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି I
# The sun will not beat down
ସୂର୍ଯ୍ୟର ଉତ୍ତାପକୁ ତାହା ଲୋକମାନଙ୍କ ପ୍ରତି ଘଟାଉଥିବା କ୍ଲେଶଭୋଗ ରୂପକ ଦଣ୍ଡ ସହିତ ତୁଳନା କରାଯାଏ I ଅନ୍ୟଏକ ଅନୁବାଦରେ: “ସୂର୍ଯ୍ୟ ସେମାନଙ୍କୁ ଜାଳିବ ନାହିଁ” କିମ୍ବା “ସୂର୍ଯ୍ୟ ସେମାନଙ୍କୁ ଦୁର୍ବଳ କରିବ ନାହିଁ” (ଦେଖ: [[rc://*/ta/man/translate/figs-metaphor]])