or_tn/rev/07/10.md

731 B

Salvation belongs to

ଯେଉଁଠାରୁ ପରିତ୍ରାଣ ଆସେ

Salvation belongs ... to the Lamb

ସେମାନେ ଈଶ୍ବରଙ୍କ ଓ ମେଷଶାବକଙ୍କ ପ୍ରଶଂସା କରୁଥିଲେ I ବିଶେଷ୍ୟ ପଦ “ପରିତ୍ରାଣ”କୁ “ପରିତ୍ରାଣ କରିବା” କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I AT “ଆମ୍ଭମାନଙ୍କ ଈଶ୍ବର, ଯେ ସିଂହାସନୋପବିଷ୍ଟ, ଓ ମେଷଶାବକ ଆମ୍ଭମାନଙ୍କ ପରିତ୍ରାଣ କରି ଅଛନ୍ତି!” (ଦେଖ: rc://*/ta/man/translate/figs-abstractnouns)