# Salvation belongs to ଯେଉଁଠାରୁ ପରିତ୍ରାଣ ଆସେ # Salvation belongs ... to the Lamb ସେମାନେ ଈଶ୍ବରଙ୍କ ଓ ମେଷଶାବକଙ୍କ ପ୍ରଶଂସା କରୁଥିଲେ I ବିଶେଷ୍ୟ ପଦ “ପରିତ୍ରାଣ”କୁ “ପରିତ୍ରାଣ କରିବା” କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I AT “ଆମ୍ଭମାନଙ୍କ ଈଶ୍ବର, ଯେ ସିଂହାସନୋପବିଷ୍ଟ, ଓ ମେଷଶାବକ ଆମ୍ଭମାନଙ୍କ ପରିତ୍ରାଣ କରି ଅଛନ୍ତି!” (ଦେଖ: [[rc://*/ta/man/translate/figs-abstractnouns]])