or_tn/rev/06/09.md

2.2 KiB
Raw Permalink Blame History

the fifth seal

ପରବର୍ତ୍ତୀ ମୁଦ୍ରା କିମ୍ବା “ପଞ୍ଚମ ମୁଦ୍ରା” (ଦେଖ: rc://*/ta/man/translate/translate-ordinal)

under the altar

ଏହା ହୁଏତ “ବେଦୀ ତଳଭାଗ ହୋଇପାରେ I”

those who had been killed

ଏହାକୁ ଏକ ସକ୍ରିୟ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I AT “ଯେଉଁମାନଙ୍କୁ ଅନ୍ୟମାନେ ବଧ କରିଥିଲେ” (ଦେଖ: rc://*/ta/man/translate/figs-activepassive)

because of the word of God and the testimony which they held

ଏଠାରେ “ଈଶ୍ବରଙ୍କ ବାକ୍ୟ” ଈଶ୍ବରଙ୍କ ବାର୍ତ୍ତା ନିମନ୍ତେ ଓ “ଧରି ରଖିବା” ନିମନ୍ତେ ଏକ ରୂପକ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) ସାକ୍ଷ୍ୟକୁ ଧରି ରଖିବା ଅର୍ଥ ଈଶ୍ବରଙ୍କ ବାକ୍ୟ ଓ ସାକ୍ଷ୍ୟକୁ ବିଶ୍ବାସ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଶାସ୍ତ୍ରର ଶିକ୍ଷା କାରଣରୁ ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସେମାନେ ଯାହା ଶିକ୍ଷା ଦେଇଥିଲେ, ସେଥିସକାଶୁ” କିମ୍ବା “ତାହାଙ୍କର ସାକ୍ଷ୍ୟ ସ୍ବରୂପ ଯେ ଈଶ୍ବରଙ୍କ ବାକ୍ୟ, ସେଥିରେ ସେମାନେ ବିଶ୍ବାସ କରିଥିବା ସକାଶୁ” କିମ୍ବା ) ସାକ୍ଷ୍ୟକୁ ଧରି ରଖିବା ବିଷୟ ଈଶ୍ବରଙ୍କ ବାକ୍ୟ ବିଷୟରେ ସାକ୍ଷ୍ୟଦାନ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ ସେମାନେ ଈଶ୍ବରଙ୍କ ବାକ୍ୟ ବିଷୟରେ ସାକ୍ଷ୍ୟ ଦେଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])