2.2 KiB
the fifth seal
ପରବର୍ତ୍ତୀ ମୁଦ୍ରା କିମ୍ବା “ପଞ୍ଚମ ମୁଦ୍ରା” (ଦେଖ: rc://*/ta/man/translate/translate-ordinal)
under the altar
ଏହା ହୁଏତ “ବେଦୀ ତଳଭାଗ ହୋଇପାରେ I”
those who had been killed
ଏହାକୁ ଏକ ସକ୍ରିୟ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I AT “ଯେଉଁମାନଙ୍କୁ ଅନ୍ୟମାନେ ବଧ କରିଥିଲେ” (ଦେଖ: rc://*/ta/man/translate/figs-activepassive)
because of the word of God and the testimony which they held
ଏଠାରେ “ଈଶ୍ବରଙ୍କ ବାକ୍ୟ” ଈଶ୍ବରଙ୍କ ବାର୍ତ୍ତା ନିମନ୍ତେ ଓ “ଧରି ରଖିବା” ନିମନ୍ତେ ଏକ ରୂପକ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) ସାକ୍ଷ୍ୟକୁ ଧରି ରଖିବା ଅର୍ଥ ଈଶ୍ବରଙ୍କ ବାକ୍ୟ ଓ ସାକ୍ଷ୍ୟକୁ ବିଶ୍ବାସ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଶାସ୍ତ୍ରର ଶିକ୍ଷା କାରଣରୁ ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସେମାନେ ଯାହା ଶିକ୍ଷା ଦେଇଥିଲେ, ସେଥିସକାଶୁ” କିମ୍ବା “ତାହାଙ୍କର ସାକ୍ଷ୍ୟ ସ୍ବରୂପ ଯେ ଈଶ୍ବରଙ୍କ ବାକ୍ୟ, ସେଥିରେ ସେମାନେ ବିଶ୍ବାସ କରିଥିବା ସକାଶୁ” କିମ୍ବା ୨) ସାକ୍ଷ୍ୟକୁ ଧରି ରଖିବା ବିଷୟ ଈଶ୍ବରଙ୍କ ବାକ୍ୟ ବିଷୟରେ ସାକ୍ଷ୍ୟଦାନ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ ସେମାନେ ଈଶ୍ବରଙ୍କ ବାକ୍ୟ ବିଷୟରେ ସାକ୍ଷ୍ୟ ଦେଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])