or_tn/rev/06/08.md

1.1 KiB

pale horse

ପାଣ୍ଡୁବର୍ଣ୍ଣ ଅଶ୍ବ I ଏହା ଏକ ମୃତ ଶରୀରର ବର୍ଣ୍ଣ, ତେଣୁ ଏହି ବର୍ଣ୍ଣ ମୃତ୍ୟୁର ନିଦର୍ଶନ ଅଟେ I

one-fourth of the earth

ଏଠାରେ “ପୃଥିବୀ” ପୃଥିବୀର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପୃଥିବୀର ଏକ- ଚତୁର୍ଥାଂଶ ଲୋକ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/translate-fraction]])

the sword

ଖଡ୍ଗ ଏକ ଅସ୍ତ୍ର ଅଟେ, ଓ ଏଠାରେ ଏହା ଯୁଦ୍ଧର ନିଦର୍ଶନ ଅଟେ I (ଦେଖ: rc://*/ta/man/translate/figs-metonymy)

with the wild animals of the earth

ଏହାର ଅର୍ଥ ଯାହା ମୃତ୍ୟୁ ଓ ପାତାଳ, ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବନ୍ୟପଶୁମାନଙ୍କୁ ଉତ୍ତେଜିତ କରିବେ I