or_tn/rev/06/08.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# pale horse
ପାଣ୍ଡୁବର୍ଣ୍ଣ ଅଶ୍ବ I ଏହା ଏକ ମୃତ ଶରୀରର ବର୍ଣ୍ଣ, ତେଣୁ ଏହି ବର୍ଣ୍ଣ ମୃତ୍ୟୁର ନିଦର୍ଶନ ଅଟେ I
# one-fourth of the earth
ଏଠାରେ “ପୃଥିବୀ” ପୃଥିବୀର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପୃଥିବୀର ଏକ- ଚତୁର୍ଥାଂଶ ଲୋକ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/translate-fraction]])
# the sword
ଖଡ୍ଗ ଏକ ଅସ୍ତ୍ର ଅଟେ, ଓ ଏଠାରେ ଏହା ଯୁଦ୍ଧର ନିଦର୍ଶନ ଅଟେ I (ଦେଖ: [[rc://*/ta/man/translate/figs-metonymy]])
# with the wild animals of the earth
ଏହାର ଅର୍ଥ ଯାହା ମୃତ୍ୟୁ ଓ ପାତାଳ, ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବନ୍ୟପଶୁମାନଙ୍କୁ ଉତ୍ତେଜିତ କରିବେ I