or_tn/rev/05/12.md

1.3 KiB

Worthy is the Lamb who has been slaughtered

ହତ ହୋଇଥିବା ମେଷଶାବକ ଯୋଗ୍ୟ ଅଟନ୍ତି

to receive power, wealth, wisdom, strength, honor, glory, and praise

ଏହି ସମସ୍ତ ବିଷୟ ଯାହା ମେଷଶାବକଙ୍କ ଥାଏ I ସେହି ସମସ୍ତ ବିଷୟ ପ୍ରାପ୍ତ ହେବା ନିମନ୍ତେ ପ୍ରଶଂସିତ ହେବା କୁହାଯାଏ ଯେପରି ସେସବୁ ଗ୍ରହଣ କରାଯାନ୍ତି I ଏହା ଗୁଣବାଚକ ବିଶେଷ୍ୟ ହଟାଇ ପୁନଃ ସ୍ଥାପନ କରାଯାଇ ପାରିବ I ଦେଖ ତୁମେ ଏହିଭଳି ବାକ୍ୟକୁ କିପରି ପ୍ରକାଶିତ ବାକ୍ୟ ୪:୧୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “କାରଣ ପ୍ରତେକେ ତୁମ୍ଭର ସମ୍ଭ୍ରମ, ଗୌରବ ଓ ପ୍ରଶଂସା କରନ୍ତି କାରଣ ସେ ପରାକ୍ରମୀ, ଜ୍ଞାନୀ, ଧନବାନ୍ ଓ ବଳବାନ୍ ଅଟନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-abstractnouns]])