or_tn/rev/04/11.md

1.1 KiB

our Lord and our God

ଆମ୍ଭମାନଙ୍କ ପ୍ରଭୁ ଓ ଈଶ୍ବର I ଏହି ଜଣେ ବ୍ୟକ୍ତି, ଯେ କି ସିଂହାସନୋପବିଷ୍ଟ ଅଟନ୍ତି I

to receive glory and honor and power

ଏହି ସବୁ ବିଷୟ ଯାହା ସର୍ବଦା ଈଶ୍ବରଙ୍କର ଅଟେ I ସେହି ସମସ୍ତ ବିଷୟ ପ୍ରାପ୍ତ ହୋଇଥିବାରୁ ପ୍ରଶଂସିତ ହେବାର ଅର୍ଥ ସେ ସବୁକୁ ଗ୍ରହଣ କରିବା ଅଟେ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଗୌରବ, ସମ୍ଭ୍ରମ ଓ ପରାକ୍ରମ ନିମନ୍ତେ’ ପ୍ରଶଂସିତ ହେବାକୁ” କିମ୍ବା “କାରଣ ପ୍ରତେକେ ତୁମ୍ଭର ପ୍ରଶଂସା କରିବାକୁ, କାରଣ ତୁମ୍ଭେ ଗୌରବମୟ, ସମ୍ଭ୍ରମଯୋଗ୍ୟ ଓ ପରାକ୍ରମୀ ଅଟ” (ଦେଖ: rc://*/ta/man/translate/figs-metonymy)