or_tn/rev/05/08.md

20 lines
1.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the Lamb
ଏହା ଏକ ପୁଂ-ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# twenty-four elders
୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୪](../04/04.md)ରେ ଅନୁବାଦ କରିଅଛ I . (ଦେଖ: [[rc://*/ta/man/translate/translate-numbers]])
# fell down
ଭୂମିରେ ଉବୁଡ ହେଲେ I ସେମାନଙ୍କର ମୁଖ ଭୂମି ଆଡକୁ ଥିବା ଦର୍ଶାଏ ଯେ ସେମାନେ ମେଷଶାବକଙ୍କ ଉପାସନା କରୁଥିଲେ I ସେମାନେ ଉଦ୍ଦେଶ୍ୟମୂଳକ ଭାବରେ ଏହା କରୁଥିଲେ; ସେମାନେ ଦୁର୍ଘଟଣାବଶତଃ ପଡ଼ିଯାଇ ନଥିଲେ I
# Each of them
ସମ୍ଭାବିତ ଅର୍ଥ ଗୁଡିକ ୧) “ପ୍ରତ୍ୟେକ ପ୍ରାଚୀନ ଓ ଜୀବିତ ପ୍ରାଣୀ” କିମ୍ବା ) “ପ୍ରତ୍ୟେକ ପ୍ରାଚୀନମାନେ”
# a golden bowl full of incense, which are the prayers of the saints
ଏଠାରେ ସୁଗନ୍ଧିତ ଧୁପ ଈଶ୍ବରଙ୍କ ନିକଟରେ ବିଶ୍ବାସୀମାନଙ୍କ ପ୍ରାର୍ଥନାର ନିଦର୍ଶନ ଅଟେ I (ଦେଖ: [[rc://*/ta/man/translate/writing-symlanguage]])