or_tn/rev/05/08.md

1.7 KiB
Raw Permalink Blame History

the Lamb

ଏହା ଏକ ପୁଂ-ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

twenty-four elders

୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୪ରେ ଅନୁବାଦ କରିଅଛ I . (ଦେଖ: rc://*/ta/man/translate/translate-numbers)

fell down

ଭୂମିରେ ଉବୁଡ ହେଲେ I ସେମାନଙ୍କର ମୁଖ ଭୂମି ଆଡକୁ ଥିବା ଦର୍ଶାଏ ଯେ ସେମାନେ ମେଷଶାବକଙ୍କ ଉପାସନା କରୁଥିଲେ I ସେମାନେ ଉଦ୍ଦେଶ୍ୟମୂଳକ ଭାବରେ ଏହା କରୁଥିଲେ; ସେମାନେ ଦୁର୍ଘଟଣାବଶତଃ ପଡ଼ିଯାଇ ନଥିଲେ I

Each of them

ସମ୍ଭାବିତ ଅର୍ଥ ଗୁଡିକ ୧) “ପ୍ରତ୍ୟେକ ପ୍ରାଚୀନ ଓ ଜୀବିତ ପ୍ରାଣୀ” କିମ୍ବା ) “ପ୍ରତ୍ୟେକ ପ୍ରାଚୀନମାନେ”

a golden bowl full of incense, which are the prayers of the saints

ଏଠାରେ ସୁଗନ୍ଧିତ ଧୁପ ଈଶ୍ବରଙ୍କ ନିକଟରେ ବିଶ୍ବାସୀମାନଙ୍କ ପ୍ରାର୍ଥନାର ନିଦର୍ଶନ ଅଟେ I (ଦେଖ: rc://*/ta/man/translate/writing-symlanguage)