or_tn/rev/04/07.md

837 B

The first living creature was like a lion, the second living creature was like a calf, the third living creature had a face like a man, and the fourth living creature was like a flying eagle

ଯୋହନଙ୍କୁ ପ୍ରତ୍ୟେକ ଜୀବିତ ପ୍ରାଣୀର ମସ୍ତକ କିପରି ଦେଖା ଯାଇଥିଲା, ତାହା ଅତି ପରିଚିତ ବିଷୟ ସହିତ ତୁଳନାତ୍ମକ ଭାବରେ ପ୍ରକାଶ କରାଯାଇଛି I (ଦେଖ: rc://*/ta/man/translate/figs-simile)

living creature

ଜୀବିତ ପ୍ରାଣୀ କିମ୍ବା “ଜୀବିତ ବସ୍ତୁ I” ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୬ରେ ଅନୁବାଦ କରିଅଛ I