# The first living creature was like a lion, the second living creature was like a calf, the third living creature had a face like a man, and the fourth living creature was like a flying eagle ଯୋହନଙ୍କୁ ପ୍ରତ୍ୟେକ ଜୀବିତ ପ୍ରାଣୀର ମସ୍ତକ କିପରି ଦେଖା ଯାଇଥିଲା, ତାହା ଅତି ପରିଚିତ ବିଷୟ ସହିତ ତୁଳନାତ୍ମକ ଭାବରେ ପ୍ରକାଶ କରାଯାଇଛି I (ଦେଖ: [[rc://*/ta/man/translate/figs-simile]]) # living creature ଜୀବିତ ପ୍ରାଣୀ କିମ୍ବା “ଜୀବିତ ବସ୍ତୁ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୬](../04/06.md)ରେ ଅନୁବାଦ କରିଅଛ I