or_tn/rev/03/21.md

1.6 KiB
Raw Permalink Blame History

Connecting Statement:

ଏହା ସପ୍ତ ମଣ୍ଡଳୀର ଦୂତମାନଙ୍କ ନିକଟକୁ ମନୁଷ୍ୟ ପୁତ୍ରଙ୍କ ବାର୍ତ୍ତାର ସମାପ୍ତି ଅଟେ I

The one who conquers

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେ ଜୟ କରେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେକେହି ମନ୍ଦ ବିଷୟକୁ ପ୍ରତିରୋଧ କରେ” କିମ୍ବା “ଯେକେହି ମନ୍ଦ ବିଷୟ ପ୍ରତି ଏକମତ ହୁଏ ନାହି ” (ଦେଖ: rc://*/ta/man/translate/figs-genericnoun)

to sit down with me on my throne

ସିଂହାସନରେ ଉପବେଶନ କରିବା ଅର୍ଥ ଶାସନ କରିବା I ଅନ୍ୟଏକ ଅନୁବାଦରେ: “ଆମ୍ଭ ସହିତ ଶାସନ କରିବା” କିମ୍ବା “ଆମ୍ଭ ସିଂହାସନରେ ଉପବେଶନ କରି ଆମ୍ଭ ସହିତ ଶାସନ କରିବା” (ଦେଖ: rc://*/ta/man/translate/figs-metonymy)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)