or_tn/rev/03/14.md

20 lines
2.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହା ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I
# the angel
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:](../01/20.md)ରେ ଅନୁବାଦ କରିଅଛ I
# Laodicea
ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେ ଥିବା ଏକ ନଗରର ନାମ ଅଟେ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୧](../01/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-names]])
# The words of the Amen
ଏଠାରେ “ଆମେନ୍” ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ନାମ ଅଟେ I ସେ ସେମାନଙ୍କୁ ଆମେନ୍ କହି ଈଶ୍ବରଙ୍କ ପ୍ରତିଜ୍ଞାର ନିଶ୍ଚିତତା ଦେଉଛନ୍ତି I
# the ruler over God's creation
ସମ୍ଭାବିତ ଅର୍ଥଗୁଡିକ ୧) “ଏକମାତ୍ର ଯେ କି ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉପରେ ଶାସନ କରନ୍ତି ଯାହା ଈଶ୍ବର ସୃଷ୍ଟି କଲେ ” କିମ୍ବା ) “ଏକମାତ୍ର ଯାହାଙ୍କ ଦ୍ବାରା ଈଶ୍ବର ସମସ୍ତ ବିଷୟ ସୃଷ୍ଟି କଲେ”