# General Information: ଏହା ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I # the angel ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ୨) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:୨୦](../01/20.md)ରେ ଅନୁବାଦ କରିଅଛ I # Laodicea ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେ ଥିବା ଏକ ନଗରର ନାମ ଅଟେ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୧](../01/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-names]]) # The words of the Amen ଏଠାରେ “ଆମେନ୍” ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ନାମ ଅଟେ I ସେ ସେମାନଙ୍କୁ ଆମେନ୍ କହି ଈଶ୍ବରଙ୍କ ପ୍ରତିଜ୍ଞାର ନିଶ୍ଚିତତା ଦେଉଛନ୍ତି I # the ruler over God's creation ସମ୍ଭାବିତ ଅର୍ଥଗୁଡିକ ୧) “ଏକମାତ୍ର ଯେ କି ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉପରେ ଶାସନ କରନ୍ତି ଯାହା ଈଶ୍ବର ସୃଷ୍ଟି କଲେ ” କିମ୍ବା ୨) “ଏକମାତ୍ର ଯାହାଙ୍କ ଦ୍ବାରା ଈଶ୍ବର ସମସ୍ତ ବିଷୟ ସୃଷ୍ଟି କଲେ”