or_tn/rev/03/12.md

1.3 KiB
Raw Permalink Blame History

The one who conquers, I will make a pillar in the temple of my God

ଏଠାରେ “ଯେ ଜୟ କରେ” ଯେକୌଣସି ଜୟକାରୀକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ Iଏାରେ “ସ୍ତମ୍ଭ” ଈଶ୍ବରଙ୍କ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଓ ଚିରସ୍ଥାୟୀ ଅଂଶକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଦୃଢ଼ଭାବରେ ମନ୍ଦତାକୁ ପ୍ରତିରୋଧ କରୁଥିବା ଯେକୌଣସି ବ୍ୟକ୍ତିକୁ ଆମ୍ଭେ ଆମ୍ଭର ଈଶ୍ବରଙ୍କ ମନ୍ଦିରରେ ଏକ ସ୍ତମ୍ଭ ସ୍ବରୂପ କରିବୁ” କିମ୍ବା “ମନ୍ଦ କାର୍ଯ୍ୟ କରିବାକୁ ଯେ ଏକମତ ହୁଅନ୍ତି ନାହିଁ ତାହାକୁ ଆମ୍ଭେ ଆମ୍ଭର ଈଶ୍ବରଙ୍କ ମନ୍ଦିରରେ ଏକ ଦୃଢ଼ ସ୍ତମ୍ଭ ସ୍ବରୂପ କରିବୁ” (ଦେଖ: [[rc:///ta/man/translate/figs-genericnoun]] ଓ [[rc:///ta/man/translate/figs-metaphor]])