or_tn/rev/03/07.md

2.1 KiB
Raw Permalink Blame History

General Information:

ଏହା ଫିଲାଦେଲଫିଆ ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I

the angel

ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:ରେ ଅନୁବାଦ କରିଅଛ I

Philadelphia

ଏହା ପଶ୍ଚିମ ଏସିଆ ଅଞ୍ଚଳରେ ଥିବା ଏକ ନଗରର ନାମ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)

key of David

କିଏ ତାହାଙ୍କ ରାଜ୍ୟରେ ପ୍ରବେଶ କରିବ, ତାହା ସ୍ଥିର କରିବା ବିଷୟରେ ଆପଣା ଅଧିକାର ସମ୍ବନ୍ଧରେ ଯୀଶୁ କହନ୍ତି ଯେପରି ଏହା ଦାଉଦ ରାଜାଙ୍କର କଞ୍ଚି ଅଟେ I (ଦେଖ: rc://*/ta/man/translate/writing-symlanguage)

he opens and no one shuts

ସେ ରାଜ୍ୟର ଦ୍ବାରକୁ ଫିଟାଇଲେ କେହି ତାହା ବନ୍ଦ କରି ପାରନ୍ତି ନାହିଁ

he shuts and no one can open

ସେ ଦ୍ବାର ବନ୍ଦକଲେ କେହି ତାହା ଫିଟାଇ ପାରନ୍ତି ନାହିଁ