or_tn/rev/03/01.md

2.8 KiB
Raw Permalink Blame History

General Information:

ଏହା ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ I

the angel

ସମ୍ଭାବିତ ଅର୍ଥଗୁଡିକ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ସପ୍ତ ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ) ସପ୍ତ ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:ରେ ଅନୁବାଦ କରିଅଛ I

Sardis

ଏହା ପଶ୍ଚିମ ଏସିଆ ଅଞ୍ଚଳରେ ଥିବା ଏକ ନଗରର ନାମ ଅଟେ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)

the seven spirits

ସାତ ସଂଖ୍ୟାଟି ସମ୍ପୂର୍ଣ୍ଣତା ଓ ସିଦ୍ଧତାର ସଂକେତ ଅଟେ I “ସପ୍ତ ଆତ୍ମା” ଈଶ୍ବରଙ୍କ ଆତ୍ମା କିମ୍ବା ସପ୍ତ ଆତ୍ମାଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କ ସେବା କରନ୍ତି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

the seven stars

ଏହି ନକ୍ଷତ୍ରଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ସପ୍ତ ଦୂତଙ୍କ ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ୧:୧୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

alive ... dead

ଈଶ୍ବରଙ୍କ ଅଜ୍ଞା ପାଳନ କରିବା ଓ ସମ୍ମାନ କରିବା ବିଷୟକୁ ଜୀବିତ ଥିବା ସଦୃଶ କୁହାଯାଏ; ତାହାଙ୍କୁ ଅବଜ୍ଞା କରିବା ଓ ଅସମ୍ମାନ କରିବା ବିଷୟକୁ ମୃତ ଥିବା ସଦୃଶ କୁହାଯାଏ I (ଦେଖ: rc://*/ta/man/translate/figs-metaphor)