or_tn/rev/02/26.md

647 B
Raw Permalink Blame History

The one who conquers

ଏହା ଜୟ କରୁଥିବା ଯେକୌଣସି ଲୋକକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ମନ୍ଦ ବିଷୟକୁ ପ୍ରତିରୋଧ କରୁଥିବା ଯେକୌଣସି ବ୍ୟକ୍ତି” କିମ୍ବା “ମନ୍ଦ ବିଷୟ କରିବାକୁ ଏକମତ ହେଉ ନଥିବା ବ୍ୟକ୍ତି” (ଦେଖ: rc://*/ta/man/translate/figs-genericnoun)