or_tn/rev/02/13.md

16 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Satan's throne
ସମ୍ଭାବିତ ଅର୍ଥ ଗୁଡିକ ୧) ଲୋକମାନଙ୍କ ଉପରେ ଶୟତାନର ଶକ୍ତି ଓ ମନ୍ଦତାର ପ୍ରଭାବ, କିମ୍ବା ) ଶୟତାନ ରାଜତ୍ବ କରୁଥିବା ସ୍ଥାନ I (ଦେଖ: [[rc://*/ta/man/translate/figs-metonymy]])
# you hold on tightly to my name
ଏଠାରେ ଜଣେ ବ୍ୟକ୍ତି ନିମନ୍ତେ ନାମ ଏକ ରୂପକ ଅଟେ I ଦୃଢ଼ଭାବରେ ବିଶ୍ବାସ କରିବା ବିଷୟକୁ ଦୃଢ଼ଭାବରେ ଧରିବା ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆମ୍ଭଠାରେ ଦୃଢ଼ଭାବରେ ବିଶ୍ବାସ କରୁଅଛ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])
# you did not deny your faith in me
“ବିଶ୍ବାସ”କୁ ବିଶ୍ବାସ କରିବା” କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I AT “ତୁମ୍ଭେ ଲୋକମାନଙ୍କୁ କହିବାରେ ଲାଗିଛ ଯେ ତୁମ୍ଭେ ଆମ୍ଭଠାରେ ବିଶ୍ବାସ କରୁଅଛ” (ଦେଖ: [[rc://*/ta/man/translate/figs-abstractnouns]])
# Antipas
ଏହା ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])