or_tn/rev/02/13.md

1.5 KiB
Raw Permalink Blame History

Satan's throne

ସମ୍ଭାବିତ ଅର୍ଥ ଗୁଡିକ ୧) ଲୋକମାନଙ୍କ ଉପରେ ଶୟତାନର ଶକ୍ତି ଓ ମନ୍ଦତାର ପ୍ରଭାବ, କିମ୍ବା ) ଶୟତାନ ରାଜତ୍ବ କରୁଥିବା ସ୍ଥାନ I (ଦେଖ: rc://*/ta/man/translate/figs-metonymy)

you hold on tightly to my name

ଏଠାରେ ଜଣେ ବ୍ୟକ୍ତି ନିମନ୍ତେ ନାମ ଏକ ରୂପକ ଅଟେ I ଦୃଢ଼ଭାବରେ ବିଶ୍ବାସ କରିବା ବିଷୟକୁ ଦୃଢ଼ଭାବରେ ଧରିବା ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆମ୍ଭଠାରେ ଦୃଢ଼ଭାବରେ ବିଶ୍ବାସ କରୁଅଛ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

you did not deny your faith in me

“ବିଶ୍ବାସ”କୁ ବିଶ୍ବାସ କରିବା” କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I AT “ତୁମ୍ଭେ ଲୋକମାନଙ୍କୁ କହିବାରେ ଲାଗିଛ ଯେ ତୁମ୍ଭେ ଆମ୍ଭଠାରେ ବିଶ୍ବାସ କରୁଅଛ” (ଦେଖ: rc://*/ta/man/translate/figs-abstractnouns)

Antipas

ଏହା ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: rc://*/ta/man/translate/translate-names)