or_tn/rev/01/07.md

1.4 KiB

General Information:

୭ ପଦରେ, ଯୋହନ ଦାନିୟେଲ ଓ ଯିଖରିୟଙ୍କଠାରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I

every eye

ଯେହେତୁ ଲୋକମାନେ ଚକ୍ଷୁରେ ଦେଖନ୍ତି, ଲୋକମାନଙ୍କୁ ବୁଝାଇବା ନିମନ୍ତେ “ଚକ୍ଷୁ” ଶବ୍ଦ ବ୍ୟବହାର କରାଯାଏ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ ପ୍ରତ୍ୟେକ ଜଣ” (ଦେଖ: rc://*/ta/man/translate/figs-synecdoche)

including those who pierced him

ଏପରିକି ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ତାହାଙ୍କୁ ଦେଖିବେ

pierced him

ଯୀଶୁଙ୍କର ହସ୍ତ ଓ ପଦ ବିଦ୍ଧ ହୋଇଥିଲା ଯେତେବେଳେ ସେ କ୍ରୁଶାର୍ପିତ ହେଲେ I ଏଠାରେ ଏହା ଲୋକମାନେ ତାହାଙ୍କୁ ବଧ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ବଧ କଲେ” (ଦେଖ: rc://*/ta/man/translate/figs-metonymy)

pierced

ଏକ ଗର୍ତ୍ତ ସୃଷ୍ଟି କରିଥିଲେ