or_tn/rev/01/07.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୭ ପଦରେ, ଯୋହନ ଦାନିୟେଲ ଓ ଯିଖରିୟଙ୍କଠାରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I
# every eye
ଯେହେତୁ ଲୋକମାନେ ଚକ୍ଷୁରେ ଦେଖନ୍ତି, ଲୋକମାନଙ୍କୁ ବୁଝାଇବା ନିମନ୍ତେ “ଚକ୍ଷୁ” ଶବ୍ଦ ବ୍ୟବହାର କରାଯାଏ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ ପ୍ରତ୍ୟେକ ଜଣ” (ଦେଖ: [[rc://*/ta/man/translate/figs-synecdoche]])
# including those who pierced him
ଏପରିକି ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ତାହାଙ୍କୁ ଦେଖିବେ
# pierced him
ଯୀଶୁଙ୍କର ହସ୍ତ ଓ ପଦ ବିଦ୍ଧ ହୋଇଥିଲା ଯେତେବେଳେ ସେ କ୍ରୁଶାର୍ପିତ ହେଲେ I ଏଠାରେ ଏହା ଲୋକମାନେ ତାହାଙ୍କୁ ବଧ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ବଧ କଲେ” (ଦେଖ: [[rc://*/ta/man/translate/figs-metonymy]])
# pierced
ଏକ ଗର୍ତ୍ତ ସୃଷ୍ଟି କରିଥିଲେ