or_tn/rev/01/06.md

20 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# has made us a kingdom, priests
ଆମ୍ଭମାନଙ୍କୁ ମୁକ୍ତ କରି ଆମ୍ଭମାନଙ୍କ ଉପରେ ରାଜତ୍ବ କରିବାକୁ ଆରମ୍ଭ କରି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ଯାଜକ କରି ଅଛନ୍ତି
# his God and Father
ସେ ଜଣେ ବ୍ୟକ୍ତି ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବର, ତାହାଙ୍କ ପିତା”
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# to him be the glory and the power
ଏହା ଏକ ଅଭିବାଦନ କିମ୍ବା ଆଶୀର୍ବାଦ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) “ଲୋକମାନେ ତାହାଙ୍କ ଗୌରବ ଓ ପରାକ୍ରମର ସମ୍ଭ୍ରମ କରନ୍ତୁ” କିମ୍ବା ) ସେ ଗୌରବ ଓ ପରାକ୍ରମ ପାଆନ୍ତୁ I” ଯୋହନ ପ୍ରାର୍ଥନା କରୁଛନ୍ତି ଯେ ଯୀଶୁ ଖ୍ରୀଷ୍ଟ ସମ୍ଭ୍ରମ ପ୍ରାପ୍ତ ହେବେ ଓ ସମସ୍ତଙ୍କ ଉପରେ ଓ ସମସ୍ତ ବିଷୟ ଉପରେ ସମ୍ପୂର୍ଣ୍ଣରୂପେ ରାଜତ୍ବ କରିବାକୁ ସକ୍ଷମ ହେବେ I (ଦେଖ: [[rc://*/ta/man/translate/figs-abstractnouns]])
# the power
ଏହା ସମ୍ଭବତଃ ରାଜା ଭାବରେ ତାହାଙ୍କ ଅଧିକାରକୁ ବୁଝାଏ I