# has made us a kingdom, priests ଆମ୍ଭମାନଙ୍କୁ ମୁକ୍ତ କରି ଆମ୍ଭମାନଙ୍କ ଉପରେ ରାଜତ୍ବ କରିବାକୁ ଆରମ୍ଭ କରି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ଯାଜକ କରି ଅଛନ୍ତି # his God and Father ସେ ଜଣେ ବ୍ୟକ୍ତି ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବର, ତାହାଙ୍କ ପିତା” # Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # to him be the glory and the power ଏହା ଏକ ଅଭିବାଦନ କିମ୍ବା ଆଶୀର୍ବାଦ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) “ଲୋକମାନେ ତାହାଙ୍କ ଗୌରବ ଓ ପରାକ୍ରମର ସମ୍ଭ୍ରମ କରନ୍ତୁ” କିମ୍ବା ୨) ସେ ଗୌରବ ଓ ପରାକ୍ରମ ପାଆନ୍ତୁ I” ଯୋହନ ପ୍ରାର୍ଥନା କରୁଛନ୍ତି ଯେ ଯୀଶୁ ଖ୍ରୀଷ୍ଟ ସମ୍ଭ୍ରମ ପ୍ରାପ୍ତ ହେବେ ଓ ସମସ୍ତଙ୍କ ଉପରେ ଓ ସମସ୍ତ ବିଷୟ ଉପରେ ସମ୍ପୂର୍ଣ୍ଣରୂପେ ରାଜତ୍ବ କରିବାକୁ ସକ୍ଷମ ହେବେ I (ଦେଖ: [[rc://*/ta/man/translate/figs-abstractnouns]]) # the power ଏହା ସମ୍ଭବତଃ ରାଜା ଭାବରେ ତାହାଙ୍କ ଅଧିକାରକୁ ବୁଝାଏ I