or_tn/rev/01/03.md

12 lines
1.0 KiB
Markdown

# the one who reads aloud
ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବୁଝାଏ ନାହିଁ I ଏହା ଉଚ୍ଚ ସ୍ବରକରି ପାଠ କରୁଥିବା ଯେ କୌଣସି ଲୋକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେକେହି ଉଚ୍ଚ ସ୍ବରରେ ପାଠ କରେ” (ଦେଖ: [[rc://*/ta/man/translate/figs-genericnoun]])
# obey what is written in it
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏଥିରେ ଯୋହନ ଲେଖିଛନ୍ତି ତାହା ପାଳନ କର” କିମ୍ବା “ଏଥିରେ ସେମାନେ ପାଠ କରୁଛନ୍ତି ତାହା ପାଳନ କର” (ଦେଖ: [[rc://*/ta/man/translate/figs-activepassive]])
# the time is near
ଯାହା ଅବଶ୍ୟ ଘଟିବ, ତାହା ଶୀଘ୍ର ଘଟିବ