or_tn/rev/01/03.md

1.0 KiB

the one who reads aloud

ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବୁଝାଏ ନାହିଁ I ଏହା ଉଚ୍ଚ ସ୍ବରକରି ପାଠ କରୁଥିବା ଯେ କୌଣସି ଲୋକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେକେହି ଉଚ୍ଚ ସ୍ବରରେ ପାଠ କରେ” (ଦେଖ: rc://*/ta/man/translate/figs-genericnoun)

obey what is written in it

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏଥିରେ ଯୋହନ ଲେଖିଛନ୍ତି ତାହା ପାଳନ କର” କିମ୍ବା “ଏଥିରେ ସେମାନେ ପାଠ କରୁଛନ୍ତି ତାହା ପାଳନ କର” (ଦେଖ: rc://*/ta/man/translate/figs-activepassive)

the time is near

ଯାହା ଅବଶ୍ୟ ଘଟିବ, ତାହା ଶୀଘ୍ର ଘଟିବ