or_tn/rev/01/01.md

20 lines
1.2 KiB
Markdown

# General Information:
ଏହା ପ୍ରକାଶିତ ବାକ୍ୟ ପୁସ୍ତକର ପରିଚୟ ଅଟେ I ଏହା ବର୍ଣ୍ଣନା କରେ ଯେ ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଏକ ପ୍ରକାଶନ ଅଟେ ଏବଂ ଏହା ସେମାନଙ୍କୁ ଆଶୀର୍ବାଦ ଦେଇଥାଏ ଯେଉଁମାନେ ଏହାକୁ ପଠନ କରନ୍ତି I
# his servants
ଏହା ସେହି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି I
# what must soon take place
ଘଟଣାସମୁହ ଯାହା ଅବଶ୍ୟ ଶୀଘ୍ର ଘଟିବ
# made it known
ଏହାକୁ ଜ୍ଞାତ କରାଇଲେ
# to his servant John
ଯୋହନ ଏହି ପୁସ୍ତକ ଲେଖିଥିଲେ ଓ ଏଠାରେ ଆପଣା ବିଷୟରେ ଉଲ୍ଲେଖ କରନ୍ତି I ଅନ୍ୟଏକ ଅନୁବାଦରେ: “ମୋ ନିକଟକୁ, ଯୋହନ, ତାହାଙ୍କ ଦାସ” (ଦେଖ: [[rc://*/ta/man/translate/figs-123person]])