or_tn/rev/01/01.md

1.2 KiB

General Information:

ଏହା ପ୍ରକାଶିତ ବାକ୍ୟ ପୁସ୍ତକର ପରିଚୟ ଅଟେ I ଏହା ବର୍ଣ୍ଣନା କରେ ଯେ ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଏକ ପ୍ରକାଶନ ଅଟେ ଏବଂ ଏହା ସେମାନଙ୍କୁ ଆଶୀର୍ବାଦ ଦେଇଥାଏ ଯେଉଁମାନେ ଏହାକୁ ପଠନ କରନ୍ତି I

his servants

ଏହା ସେହି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି I

what must soon take place

ଘଟଣାସମୁହ ଯାହା ଅବଶ୍ୟ ଶୀଘ୍ର ଘଟିବ

made it known

ଏହାକୁ ଜ୍ଞାତ କରାଇଲେ

to his servant John

ଯୋହନ ଏହି ପୁସ୍ତକ ଲେଖିଥିଲେ ଓ ଏଠାରେ ଆପଣା ବିଷୟରେ ଉଲ୍ଲେଖ କରନ୍ତି I ଅନ୍ୟଏକ ଅନୁବାଦରେ: “ମୋ ନିକଟକୁ, ଯୋହନ, ତାହାଙ୍କ ଦାସ” (ଦେଖ: rc://*/ta/man/translate/figs-123person)