or_tn/php/04/22.md

572 B

All the believers

କେତେକ ସଂସ୍କରଣ ଏହାକୁ “ସମସ୍ତ ସାଧୁ” ଭାବେ ଅନୁବାଦ କରନ୍ତି I

especially those of Caesar's household

ଏହା କାଇସରଙ୍କ ରାଜପ୍ରାସାଦରେ କାର୍ଯ୍ୟ କରୁଥିବା କାର୍ଯ୍ୟକାରୀମାନଙ୍କୁ ବୁଝାଏ I “ବିଶେଷତଃ କାଇସରଙ୍କ ରାଜପ୍ରାସାଦରେ କାର୍ଯ୍ୟ କରୁଥିବା ସହବିଶ୍ବାସୀମାନେ”