# All the believers କେତେକ ସଂସ୍କରଣ ଏହାକୁ “ସମସ୍ତ ସାଧୁ” ଭାବେ ଅନୁବାଦ କରନ୍ତି I # especially those of Caesar's household ଏହା କାଇସରଙ୍କ ରାଜପ୍ରାସାଦରେ କାର୍ଯ୍ୟ କରୁଥିବା କାର୍ଯ୍ୟକାରୀମାନଙ୍କୁ ବୁଝାଏ I “ବିଶେଷତଃ କାଇସରଙ୍କ ରାଜପ୍ରାସାଦରେ କାର୍ଯ୍ୟ କରୁଥିବା ସହବିଶ୍ବାସୀମାନେ”