or_tn/php/04/07.md

1.3 KiB

the peace of God

ଈଶ୍ବର ଦତ୍ତ ଶାନ୍ତି

which surpasses all understanding

ଯାହା ଆମ୍ଭେମାନେ ବୁଝିବାର ଉର୍ଦ୍ଧ୍ବରେ ଅଟେ

will guard your hearts and your thoughts in Christ

ଏହା ଜଣେ ସୈନିକ ସଦୃଶ ଈଶ୍ବରଙ୍କ ଶାନ୍ତିକୁ ବୁଝାଏ ଯେ ଆମ୍ଭମାନଙ୍କ ହୃଦୟ ଓ ଭାବନାକୁ ଚିନ୍ତାଗ୍ରସ୍ତ ହେବାରୁ ସୁରକ୍ଷା କରନ୍ତି I ଏଠାରେ ଜଣେ ବ୍ୟକ୍ତିର ଆବେଗ ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ସୈନିକ ସଦୃଶ ହୋଇ ଏବଂ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଆବେଗ ଓ ଭାବନାକୁ ସୁରକ୍ଷା କରିବେ” କିମ୍ବା “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଏହି ଜୀବନର ସମସ୍ୟା ବିଷୟରେ ବ୍ୟସ୍ତତାରୁ ସୁରକ୍ଷା ଦେବେ” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metonymy]] ଓ rc://*/ta/man/translate/figs-explicit)