or_tn/php/04/07.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# the peace of God
ଈଶ୍ବର ଦତ୍ତ ଶାନ୍ତି
# which surpasses all understanding
ଯାହା ଆମ୍ଭେମାନେ ବୁଝିବାର ଉର୍ଦ୍ଧ୍ବରେ ଅଟେ
# will guard your hearts and your thoughts in Christ
ଏହା ଜଣେ ସୈନିକ ସଦୃଶ ଈଶ୍ବରଙ୍କ ଶାନ୍ତିକୁ ବୁଝାଏ ଯେ ଆମ୍ଭମାନଙ୍କ ହୃଦୟ ଓ ଭାବନାକୁ ଚିନ୍ତାଗ୍ରସ୍ତ ହେବାରୁ ସୁରକ୍ଷା କରନ୍ତି I ଏଠାରେ ଜଣେ ବ୍ୟକ୍ତିର ଆବେଗ ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ସୈନିକ ସଦୃଶ ହୋଇ ଏବଂ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଆବେଗ ଓ ଭାବନାକୁ ସୁରକ୍ଷା କରିବେ” କିମ୍ବା “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଏହି ଜୀବନର ସମସ୍ୟା ବିଷୟରେ ବ୍ୟସ୍ତତାରୁ ସୁରକ୍ଷା ଦେବେ” (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-explicit]])