or_tn/php/03/21.md

12 lines
849 B
Markdown

# He will transform our lowly bodies
ସେ ଆମ୍ଭମାନଙ୍କ ଦୁର୍ବଳ, ପାର୍ଥିବ ଶରୀରକୁ ରୂପାନ୍ତରିତ କରିବେ
# into bodies formed like his glorious body
ଆପଣା ଗୌରବମୟ ଶରୀର ସଦୃଶ ଶରୀରରେ
# body, formed by the might of his power to subject all things to himself
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଶରୀର” I ସେ ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ସେହି ଶକ୍ତି ଦ୍ବାରା ଆମ୍ଭମାନଙ୍କ ଶରୀରକୁ ରୂପାନ୍ତରିତ କରିବେ” (ଦେଖ: [[rc://*/ta/man/translate/figs-activepassive]])