or_tn/php/03/21.md

849 B

He will transform our lowly bodies

ସେ ଆମ୍ଭମାନଙ୍କ ଦୁର୍ବଳ, ପାର୍ଥିବ ଶରୀରକୁ ରୂପାନ୍ତରିତ କରିବେ

into bodies formed like his glorious body

ଆପଣା ଗୌରବମୟ ଶରୀର ସଦୃଶ ଶରୀରରେ

body, formed by the might of his power to subject all things to himself

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଶରୀର” I ସେ ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ସେହି ଶକ୍ତି ଦ୍ବାରା ଆମ୍ଭମାନଙ୍କ ଶରୀରକୁ ରୂପାନ୍ତରିତ କରିବେ” (ଦେଖ: rc://*/ta/man/translate/figs-activepassive)