or_tn/php/03/17.md

678 B

Be imitators of me

ମୁଁ ଯାହା କରୁଛି, ତାହା କର କିମ୍ବା “ମୁଁ ଯେପରି ଜୀବନଯାପନ କରୁଛି, ସେହିପରି ଜୀବନଯାପନ କର”

brothers

ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I

those who are walking by the example that you have in us

ଯେଉଁମାନେ ମୋ ସଦୃଶ ଜୀବନଯାପନ କରୁଛନ୍ତି କିମ୍ବା “ଯେଉଁମାନେ ମୁଁ ଯାହା କରୁଛି, ତାହା କରୁଛନ୍ତି”