# Be imitators of me ମୁଁ ଯାହା କରୁଛି, ତାହା କର କିମ୍ବା “ମୁଁ ଯେପରି ଜୀବନଯାପନ କରୁଛି, ସେହିପରି ଜୀବନଯାପନ କର” # brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I # those who are walking by the example that you have in us ଯେଉଁମାନେ ମୋ ସଦୃଶ ଜୀବନଯାପନ କରୁଛନ୍ତି କିମ୍ବା “ଯେଉଁମାନେ ମୁଁ ଯାହା କରୁଛି, ତାହା କରୁଛନ୍ତି”